Friday, January 12, 2018

biswasanti nagara parikrama at dhenkanal mini stadium | Odisha sankirtan...



ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ  ସେବା  ବିକାଶ ପରିଷଦ, ଓଡିଶା 
ଆପଣ ମାନଙ୍କୁ  ସ୍ୱାଗତ କରୁଅଛି

ତା ୭ /୧୧/୨୦୧୭
ରେ ଢେଙ୍କାନାଳ ମିନି ଷ୍ଟାଡ଼ିଅମ ଠାରେ ବିଶ୍ୱ ଶାନ୍ତି ନଗର ପରିକ୍ରମା ଓ ବିଶ୍ୱ ଶାନ୍ତି ସଂକୀର୍ତନ ସମାବେଶ ଅନୁଷ୍ଠିତ ହୋଇ ଯାଇଅଛି

ଓଡିଶା ର ୩୦ ଗୋଟି ଜିଲ୍ଲା ରେ ପ୍ରାୟ ୨୦ ହଜ଼ାର ରୁ ଉର୍ଦ୍ଧ ସଂକୀର୍ତନ ମଣ୍ଡଳୀ ୫ ଲକ୍ଷ ରୁ   ଉର୍ଦ୍ଧ କଳାକାର ଉପରୋକ୍ତ ସଂସ୍ଥା ମାଧ୍ୟମ ରେ ସଂପୃକ୍ତ ଅଛନ୍ତି .. ଢେଙ୍କାନାଳ ର ଅଳସୁଆ ହାଟା ଠାରୁ ଶୋଭା ଯାତ୍ରା ରେ ବାହାରି 
ସମସ୍ତ  ସଂକୀର୍ତନ ମଣ୍ଡଳୀର କଳାକାର ମାନେ ଜଗତର ନାଥ ଜଗନ୍ନାଥ ଙ୍କ ସହ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କୁ ଶୋଭାଯାତ୍ରା ରେ ନେ ଇ ବଳରାମ ମନ୍ଦିରରେ ପୂଜା ଅର୍ଚନା ଶେଷ କରି ଢେଙ୍କାନାଳ ମିନି ଷ୍ଟାଡ଼ିଅମ  ଠାରେ ଜଗତର କଲ୍ୟାଣ ପାଇଁ  ବିଶ୍ୱ ଶାନ୍ତି ନଗର କୀର୍ତ୍ତନନା କରି ଧର୍ମ୍ମ ସଭାରେ ଯୋଗ ଦେଲେ. ଦିର୍ଘ  ୫ ଘଣ୍ଟା  ଦ୍ଧରି ଏହି ସଭା ଚାଲି ଥିଲା . ଏହି ସଭାରେ  ଶ୍ରୀ ସୁବାସ ମହାନ୍ତି,ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ, ଶ୍ରୀ ଶିବ ପ୍ରସାଦ ସ୍ୱାଇଁ,ଶ୍ରୀ ସୁବାସ ମହାନ୍ତି,ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ,ଶ୍ରୀ  ବିପିନି ବିହାରୀ ଦାସ,ଶ୍ରୀ ଦିବାକର ପାତ୍ର  ଓ  ସଂମନ୍ୟ ଅତିଥି ମାନେ ଯୋଗ ଦେ ଇ ଥିଲେ    ଓ ସଭା  କାଜ୍ୟ ପରିଚାଳନା  କରିଥିଲେ .
                                     

ଜଗତ ଉଦ୍ଧାର ପାଇଁ ଅକୁଣ୍ଠହା ଚିତ୍ତ ରେ ନାମ ସଂକୀର୍ତନ ମହାପ୍ରଭୁ ଶ୍ରୀ ଚୈତନ୍ୟ ଦେବଙ୍କ ପଥ ଅନୁସରଣ କରି ଆସୁଛନ୍ତି | ଅନେକ ଅଭାବ ଅସୁବିଧା ଥାଇ ଏହି ପଥ ରେ ଆଗେଇ ଛାଲିଛନ୍ତି | ଏହି ପରିଷଦ ର  ଆଉ ଏକ ମହାନ  ଉଦେଶ୍ୟ ଚାଷ କରି ସଂସାର କୁ ଖ୍ୟଦ୍ୟ ଯୋଗାଇବା . କଥା ରେ ଅଛି ଚାଷ କରି ଲକ୍ଷ ଜୀବ ପୋଷା   | ସାଂସର ର ମଙ୍ଗଳ ପାଇଁ  ଏହି ଦୁଇଟି ମହାନ  ଉଦେଶ୍ୟ  ରହି ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ , ଓଡିଶା ସବୁବେଳେ କାର୍ଯ୍ୟ କରି ଆସୁଛି |

ଏହି ସଂସ୍ଥା ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ , ଓଡିଶା , ସଂକିର୍ତନ ମାଧ୍ୟମରେ ବିଜ୍ଞାନପନ ଯଥା  ସ୍ଵ|ସ୍ଥ୍ୟ   ସଚେତନ , ପରିବାର କଲ୍ୟାଣ , ବୃକ୍ଷ ରୋପଣ , ରକ୍ତଦାନ ଶିବିର , ନିଶାନିବାରଣ ଆଦି ସାମାଜିକ ମଂଗଳ କାମ କରିଆସୁଅଛି |



Thanks For Watching
With Best Regards From
 #SradhaWebCreations

 http://ssjksssvp.org/
http://sradhawebcreations.com/
http://sradhawebcreations.blogspot.in/
https://facebook.com/sradhawebcreations
http://www.youtube.com/c/sradhanjalisahooSradhaWebCreations

No comments:

Post a Comment